ଗୁରୁବାର, ଅପ୍ରେଲ 26, 2012

ଇର୍ସା


Sad Poetry
କଥା ହୁଅ ଯେବେ ଆଉ କାହା ସାଥେ ନଥିଲେ ବି କିଛି ମନେ ...
କେଜାଣି କାହିଁକି ସେଇ ମୁହୁର୍ତ ରେ ହୃଦୟୁ ରକତ ଝରେ.

ଇର୍ସା ର ନାଆ ଦେଇପାର ତୁମେ ଭାବିବିନୀ କିଛି ପ୍ରିୟା...
ପ୍ରେମ ମୋର କେବେ ଉଣା କରିବନି ହୃଦୟ କାନ୍ଦେ ମୋ ଆହା.

ସବୁବେଳେ ତୁମ ମୁହଁ କାହିଁକି ଯେ ସବୁଠି ଦେଖା ଦିଏ...
ଦେଇପାରିବକୀ ଏହାର ଉତର କାହିଁକି ଏମିତି ହୁଏ.
କବି:-
ସ୍ଥିତ ପ୍ରଜ୍ଞ ମହାନ୍ତି

0 ମନ୍ତବ୍ୟ(ଗୁଡିକ):

ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ