ବୁଧବାର, ମଇ 2, 2012

କ୍ଷମା

Sad Poetry
ନିଜରତ କେହି ହେଲେ ନାହିଁ ଆଜି ,ତୁମେ ବି କରିଲ ପର .
ଟିକେ ଭୁଲ୍ ପାଇଁ ଜାଣି ପାରିଲନୀ ପ୍ରେମ ଗଭୀରତା ମୋର ...


ଭଲ ପାଅ ଯଦି କ୍ଷମା କରିଦବ ଦୁଷ୍ଟାମି ଭାବୀ ମୋର.
ଆଉ କେଇଦିନ ପରେ ହାରିଜୀବୀ ଥାଇବୀ ନଥିବ ମୋର ...


ଏମିତି କଥା କହିବନୀ କେବେ ମନଟା କାନ୍ଦୁଛି ଆଜି .
ଲୁହ ସବୁ ଆଜି ମନରେ ଦବୁଛି ହୃଦୟ ଯାଉଛି ଭିଜି ...

କବି:-
ସ୍ଥିତ ପ୍ରଜ୍ଞ ମହାନ୍ତି

6 ମନ୍ତବ୍ୟ(ଗୁଡିକ):

ବେନାମୀ କହିଲେ...

SUPERB
:-)
BAHUT BHALA HEICHI
MU JANINATHILI KI AAPANA ETE BADA KABI BOLI..

ଓଡିଆ କବିତା କହିଲେ...

ହେ ବନ୍ଧୁ ଆପଣ ନିଜ ନାମ ପ୍ରଦାନ କଲେ ଆମେ ବହୁତ ଖୁସି ଅନୁଭୁତ କରିବୁ...

Riya କହିଲେ...

very nice

Sthita Prangya Mohanty କହିଲେ...

Thanks

Sthita Prangya Mohanty କହିଲେ...

Thanks

ASHOK KUMAR BEHERA -HAVILDAR-ODISHA POLICE-BHADRAK କହିଲେ...

ଭଦ୍ରକର

ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ