ବୁଧବାର, ଜୁନ 13, 2012

ସ୍ମୃତି

ହେ ତୁମେ ଆଜି ଦୁରରେ ଅଚ୍ଛ ନା !!!
କିନ୍ତୁ ଲାଗୁଛି ସମୟ ଟା ମୋତେ ପୁଣି ପଛକୁ ନେଇଯିବ...

ତୁମକୁ ପାଖରେ ପୁଣି ମୁ ଆଉ ଥରେ ପାଇବି.
ଆଉ ଭୁଲି ଯିବି ଏଇ ଦୁଖ ଆଉ ବେଦନା ସବୁ...

ସମୟ ପଛକୁ ନବ ନୁଆ ସପନ କୁ ନା ???
ତୁମକୁ ପାଖରେ ପାଇବାକୁ ହେଲେ ଏଇଟ| ହିଁ ଗୋଟେ ମାଧ୍ୟମ...

ତୁମେ ଜାଣିଚ ତୁମେ ଗଲା ପରେ ମୁ ଏଠି ପାଗଳ ପ୍ରାୟ.
କିଛି କରିପାରିବିନୀ କେବଳ ସ୍ମୃତି କୁ ହିଁ ସାଉଟି ଧରିଛି...