ବୁଧବାର, ମଇ 2, 2012

କ୍ଷମା

Sad Poetry
ନିଜରତ କେହି ହେଲେ ନାହିଁ ଆଜି ,ତୁମେ ବି କରିଲ ପର .
ଟିକେ ଭୁଲ୍ ପାଇଁ ଜାଣି ପାରିଲନୀ ପ୍ରେମ ଗଭୀରତା ମୋର ...


ଭଲ ପାଅ ଯଦି କ୍ଷମା କରିଦବ ଦୁଷ୍ଟାମି ଭାବୀ ମୋର.
ଆଉ କେଇଦିନ ପରେ ହାରିଜୀବୀ ଥାଇବୀ ନଥିବ ମୋର ...


ଏମିତି କଥା କହିବନୀ କେବେ ମନଟା କାନ୍ଦୁଛି ଆଜି .
ଲୁହ ସବୁ ଆଜି ମନରେ ଦବୁଛି ହୃଦୟ ଯାଉଛି ଭିଜି ...

କବି:-
ସ୍ଥିତ ପ୍ରଜ୍ଞ ମହାନ୍ତି