ଗୁରୁବାର, ଅପ୍ରେଲ 26, 2012

ଇର୍ସା


Sad Poetry
କଥା ହୁଅ ଯେବେ ଆଉ କାହା ସାଥେ ନଥିଲେ ବି କିଛି ମନେ ...
କେଜାଣି କାହିଁକି ସେଇ ମୁହୁର୍ତ ରେ ହୃଦୟୁ ରକତ ଝରେ.

ଇର୍ସା ର ନାଆ ଦେଇପାର ତୁମେ ଭାବିବିନୀ କିଛି ପ୍ରିୟା...
ପ୍ରେମ ମୋର କେବେ ଉଣା କରିବନି ହୃଦୟ କାନ୍ଦେ ମୋ ଆହା.

ସବୁବେଳେ ତୁମ ମୁହଁ କାହିଁକି ଯେ ସବୁଠି ଦେଖା ଦିଏ...
ଦେଇପାରିବକୀ ଏହାର ଉତର କାହିଁକି ଏମିତି ହୁଏ.
କବି:-
ସ୍ଥିତ ପ୍ରଜ୍ଞ ମହାନ୍ତି

ବୁଧବାର, ଅପ୍ରେଲ 18, 2012

ହାରୀ ଯିବା ପରେ...

Sad Poetry
ନିଜସ୍ଵ ମୁଁ ଦେଇସାରିବା ପରେ କେମିତି ବା ତୁମକୁ ଭୁଲି ପରେ...
ଜଳିବାର ନିଛିନ୍ତ ଥାଇ ପତଂଗ ର ୟୋତି ରେ ଜୀବନ ହାରେ.

ହାରୀ ଜୀବୀ ଦିନେ ନା ଦିନେ ତୁମୋରୀ ପାଖରେ...
ଏମିତି ବି ମଜ଼ା ଥାଏ ପ୍ରେମ ହାରିବରେ.

ଜୀବନରେ କେତେ ଭଲ ପାଇବା ଥିଲେବୀ...
କମ୍ ଲାଗିଯାଏ ସବୁ ତୁମୋକୁ ପାଇକି.

କାଲି ତୁମେ ସାଜୁ ଥିବ ଆଉ କାହା ପାଇଁ...
ହଜ଼ୀ ଯିବ ମୋ ଠାରୁ ମୋ ନିଜ ଛାଇ.


କବି:-
ସ୍ଥିତ ପ୍ରଜ୍ଞ ମହାନ୍ତି

ଶୁକ୍ରବାର, ଅପ୍ରେଲ 6, 2012

ସନ୍ଦେହ

Sad Poetry
ସନ୍ଦେହ ଟା ଏକ ପ୍ରତାରକ ପ୍ରେମିକା ପ୍ରତାରଣା କରିଯାଏ...
ଝୁରୀ ହୁଏ ମନ ପ୍ରେମିକ ଟେ ସାଜ଼ୀ କାହିଁକି ସେ ଭଲ ପାଏ.


କ୍ଷମା ମାଗିନେଇ ଭୁଲ୍ କରିବି ମୁ ସନ୍ଦେହ ଯଦି କରେ...
ମୋ ଠୁ ଅଧିକା କାହାକୁ କଲେ ପ୍ରେମ ,ମୋ ମନ କି ସହୀ ପରେ .


ଭୁଲ୍ ବୁଝିବନୀ ଯଦି କେବେ ମୁ ସନ୍ଦେହ ତୁମୋକୁ କରେ ...
ମନ ଭିତରେ ମୋ କେତେ ଯେ ନିଆ ମୋ ମନ ହିଁ ବୁଝିପାରେ.

 କବି:-
ସ୍ଥିତ ପ୍ରଜ୍ଞ ମହାନ୍ତି