ଶୁକ୍ରବାର, ଅପ୍ରେଲ 6, 2012

ସନ୍ଦେହ

Sad Poetry
ସନ୍ଦେହ ଟା ଏକ ପ୍ରତାରକ ପ୍ରେମିକା ପ୍ରତାରଣା କରିଯାଏ...
ଝୁରୀ ହୁଏ ମନ ପ୍ରେମିକ ଟେ ସାଜ଼ୀ କାହିଁକି ସେ ଭଲ ପାଏ.


କ୍ଷମା ମାଗିନେଇ ଭୁଲ୍ କରିବି ମୁ ସନ୍ଦେହ ଯଦି କରେ...
ମୋ ଠୁ ଅଧିକା କାହାକୁ କଲେ ପ୍ରେମ ,ମୋ ମନ କି ସହୀ ପରେ .


ଭୁଲ୍ ବୁଝିବନୀ ଯଦି କେବେ ମୁ ସନ୍ଦେହ ତୁମୋକୁ କରେ ...
ମନ ଭିତରେ ମୋ କେତେ ଯେ ନିଆ ମୋ ମନ ହିଁ ବୁଝିପାରେ.

 କବି:-
ସ୍ଥିତ ପ୍ରଜ୍ଞ ମହାନ୍ତି

0 ମନ୍ତବ୍ୟ(ଗୁଡିକ):

ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ