ସୋମବାର, ମାର୍ଚ୍ଚ 26, 2012

କେବେ ଭାବୀଛ କି ???

Sad Poetry
Sad Poetry
ଆଉ କାହା ପାଇଁ ଲେଖିବୀ ମୁ କବିତା କେବେ ତୁମେ ଭାବିଛକୀ???
ଛାଡି ଦେଇ ଆଜି ଚାଲିଗଲ ପ୍ରିୟା ଆଜି ମୁଁ ଏକା ରହି ପାରିବିକୀ?


ନିମିସକ ପାଇଁ ହଜି ଯାଇଥିଲି ଆଉ କାହା ମାୟା ଜାଲେ...
ପ୍ରଥମ ପ୍ରେମର ଛୁଆଁ କୁ କିଏ ଅବା ଭୁଲି ପାରେ.


ସବୁ ରାଗ ଆଉ ଅଭିମାନ ସବୁ ମନ ରୁ ଦିଅ ଗୋ ପୋଛି...
ରାଣ ଖାଇ ଆଜି କହୁଛି ମୁଁ ପ୍ରିୟା ଭୁଲିବିନି ଆଉ କିଛି.


ଆଉ କେବେ ଦୋସ ଦେବିନୀ ତୁମର ସବୁ ସହିଜୀବୀ ନିଜେ...
ଫେରି ଆସିବ ତୁମେ ମୋରୀ ଜୀବନେ ମନ ମୋ ତୁମୋକୁ ଖୋଜେ.


କବି:-
ସ୍ଥିତ ପ୍ରଜ୍ଞ ମହାନ୍ତି

4 ମନ୍ତବ୍ୟ(ଗୁଡିକ):

ବେନାମୀ କହିଲେ...

hey tama kabita gudika bahut bahut bahut badhia heichi..

କବି : ସ୍ଥିତ ପ୍ରଜ୍ଞ ମହାନ୍ତି କହିଲେ...

ଦୟା କରି ଆପଣ ଆପଣ୍ଂକ ର ନାମ ପ୍ରଦାନ କରିବେ କି ???

ବେନାମୀ କହିଲେ...

ଅନାମିକା ମହାନ୍ତି

Sthita Prangya Mohanty କହିଲେ...

ଆପଣ ଅପଣକ ନାମ ଉଲେଖ କରିଥିବାରୁ ଧନ୍ୟବାଦ !!!!

ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ